ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଳୁକା ଦୁରୁପଡା ଜଗନ୍ନାଥ ସ୍ବାମୀଙ୍କର ଦୋଳତ୍ସବ ବଡ ଥାଟରେ ହୁଏ। ଏବେ ସେ ଗାଁ ରେ ଦୁଇ ବାଡ଼ ଦୋଳତ୍ସବରେ ବିଘ୍ନ ଘଟାଇବାର ଆଶଙ୍କା ଥିଲା।