ବ୍ରହ୍ମପୁରର ଦେବୀ ଯାତ୍ରା ଗତ ସପ୍ତାହରୁ ଆରମ୍ଭ ହୋଇଅଛି। ସମ୍ଭବତଃ ଆଗାମୀ ଦୌଳ - ପୂଣ୍ଣମୀ ଦିନ ଶେଷ ହେବ। ଏହି ଘୋର ମହର୍ଶ ସମୟରେ ଯାତ୍ରାଦିରେ ଲୋକଙ୍କର ମନ ନିବିଷ୍ଟ ହେବା ଅସ୍ବାଭାବିକ ହେଲେହେଁ, ଯାତ୍ରା ହେଉଅଛି। ଚାଉଳ ଦର ୫ ସେର ଥିଲା। ଯାତ୍ରା ଫଳରେ ସାଢେ ୪ସେର ହେଲାଣି।