ବ୍ରହ୍ମପୁରରେ ବର୍ଷେ ଛାଡି ବର୍ଷେ େଯଉଁ ଠାକୁରାଣୀ ଯାତ୍ରା ହୁଏ। ତାହା ଏଥର ଚଳିତ ସପ୍ତାହରୁ ଆରମ୍ଭ ହୋଇ ଫାଲଗୁନ ପୌଣ୍ଣମୀ ବେଳକୁ ଶେଷ ହେବ।