ଗୋଶାଳାର ଗୋପାଷ୍ଟମୀ ଉତ୍ସବ ସମାରୋହରେ ହୋଇଯାଇଅଛି। ଅନେକ ଗାଈ ଗୋରୁଙ୍କ ପାଇଁ ଘାସ, ପାଳ, ଓ ବିରି େଯାଗାଡ ହୋଇଥିଲା। ଅନେକ ଲୋକ ଉପସ୍ଥିତ ହୋଇଥିଲା।