- Screen Reader Access
- Skip to Main Content »
- T T T T
- Font Size: A- A A+
- Help
- FAQs
- Feedback
- Contact Us
ଇଦ୍ ପର୍ବ ଦିନ ସ୍ଥାନେ ସ୍ଥାନେ ହିନ୍ଦୁ- ମୁସଲମାନ ଗୋଳମାଳ ହୋଇଥିବା ଅତ୍ୟନ୍ତ ଦୁଃଖର ବିଷୟ। ଶାନ୍ତି - ରକ୍ଷା ସକାଶ ପୁଲିସ୍ ଓ ସେନିକ ଆସି ସାହି ସାହିରେ ପହରା ଦେଉଅଛନ୍ତି। କେତେଲୋକ ମରିଛନ୍ତି ଆଉ କେତେ ଲୋକ ମାଡଖାଇ ହାସପିଟାଲରେ ପଡିଛନ୍ତି। କ୍ରମେ ଏ ସବୁ ଅଶାନ୍ତି ଉଣା ପଡୁଛି। ପୁଲିସର ଲାଠି କିମ୍ବା ସୈନିକର ପିସ୍ତଳି ଭୟରେ ଶାନ୍ତି ସଥାପିତ ହେଉଥିବା ସ୍ବରାଜପ୍ରୟାସ ଜାତି ପକ୍ଷରେ ଆକ୍ଷେପରେ ବିଷୟ।
Odisha State Archives,
Sachivalaya Marg,unit-IV,
Bhubaneswar,Odisha
Contact No:0674-2501636 (O)
Fax-0674-2501636
Email: odishaarchives(at)nic(dot)in